କଣ ଆପଣ programming language ଶିଖିବାକୁ ଚାହୁଞ୍ଚନ୍ତି ?ଯଦି ହଁ ତେବେ ଆମେ ଆପଣଙ୍କୁ କହିଦେବାକୁ ଚାହିଁବୁଯେ ସବୁଠୁ ପ୍ରଥମେ ଆପଣଙ୍କୁ HTML programming ଶିଖିବା ଆବଶ୍ୟକ ନଚେତ ଆପଣ programming languageକୁ ଶିଖିପାରିବେ ନାହିଁ ।HTML language ହେଉଛି computer programming languageର basic language ।ଆପଣ computer software ହେଉ ନଚେତ ବଡ ବଡ secure websites, blogs, cloud computing ହେଉ ସବୁଠାରେ HTMLର ବ୍ୟବହାର ହେବାଟା ସୁନିଶ୍ଚିତ ।କାରଣ HTML programming language ବିନା କୌଣସି programming କରିବା ଅସମ୍ଭବ ଅଟେ ।

HTMLର ଅର୍ଥ

HTMLର full form ହେଉଛି Hyper Text Markup Language ଅଟେ ଯାହାକୁ web pages create କରିବାପାଇଁ use କରାଯାଏ ।HTML, Informationକୁ ସୁନ୍ଦର ଏବଂ ଆକର୍ଷଣୀୟ ରୂପେ World Wide Webରେ present କରିବାର ଏକ ମାଧ୍ୟମ ।HTMLକୁ Tim burners Lee ଙ୍କ ଦ୍ଵାରା 1991 ମସିହାରେ କ୍ରିୟେଟ କରାଯାଇଥିଲା । HTML ମାନେ Hyper Text Markup Language ଏହି ଚାରୋଟି ଶବ୍ଦର ସମ୍ମିଶ୍ରଣରେ ଗଠିତ ।ଏବଂ ଏହି ଚାରୋଟି ଶବ୍ଦର ଭିନ୍ନ ଅର୍ଥ ରହିଛି ।HTMLର ବିଭିନ୍ନ tagsକୁ use କରି web pages create କରାଯାଏ ।ଏବଂ ସେଥିରେ ବିଭିନ୍ନ elements ଯେମିତିକି images, videos, tables, lists, links ଏବଂ text ଆଦି add କରଯାଏ ।

Web designing courseରେ ଶିକ୍ଷା ଦିଆ ଯାଉଥିବା ସର୍ବ ପ୍ରଥମ language ହେଉଛି HTML ।ଏହା ସହ CSS(Cascading Style Sheet)କୁ ମଧ୍ୟ webpage କୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାପାଇଁ ବ୍ୟବହାର କରାଯାଏ ।

HTML VERSIONS

  • HTML0- ଏହା HTMLର ପ୍ରଥମ version ଥିଲା ।ଏହି ସମୟରେ ବହୁତ କମ ଲୋକ ଏହି language ବିଷୟରେ ଜାଣିଥିଲେ ଏବଂ ଏହା limited attributes ଥିଲା ।ଏହା ସେହି ସମୟ ଥିଲା ଯେବେ HTML ଦ୍ଵାରା କେବଳ simple text ସହିତ web pages create କରିବା ବ୍ୟତୀତ ଅନ୍ୟ କିଛି କାର୍ଯ୍ୟ କରାଯାଇ ପାରୁ ନଥିଲା ।
  • HTML0- ଏହି versionରେ HTML 1.0ର ସମସ୍ତ features ସହିତ website development କରିବା ନିମିତ୍ତ ଆବଶ୍ୟକ ଭିତ୍ତିଭୂମିର କିଛିଟା elements add କରାଯାଇଥିଲା ।
  • HTML0- ଏହି version ଆସିବା ପୂର୍ବରୁ HTML ବହୁତ ଲୋକପ୍ରିୟ ହୋଇ ସାରିଥିଲା ।ଏହି versionରେ browser ସହ compatibility problem ଥିବାରୁ ଏହି version କୁ ରୋକି ଦିଆଯାଇଥିଲା ।କିନ୍ତୁ ପରେ ନୂତନ ଏବଂ advanced tags ସହ ଏହାକୁ introduce କରାଯାଇଥିଲା ।
  • HTML2- ଏହି versionରେ ପୂର୍ବ version ଅପେକ୍ଷା ଅନେକ ଗୁଡିଏ ନୂତନ tags add କରାଯାଇଥିଲା ।ଏହା web development ଦିଗରେ ଏକ ନୂତନ ସମୟ ଥିଲା ଯେତେବେଳେ W3C, website development କରିବାପାଇଁ HTMLକୁ standard ଘୋଷଣା କରିଥିଲା ।
  • HTML01- ଏହି versionରେ କିଛି ନୂତନ tags ସହିତ CSS(Cascading Style Sheet)ର introduce କରାଯାଇଥିଲା ।ଏହି ସମୟରେ HTML ସଂପୂର୍ଣ୍ଣ modern languageର ରୂପ ଧାରଣ କରି ସାରିଥିଲା ।
  • HTML0- ଏହା ହେଉଛି HTMLର latest version ।ଏଥିରେ multimedia support ପାଇଁ କିଛି ନୂଆ tags provide କରାଯାଇହି ।
  • XHTML- ଏହି version HTML01 version ପରେ ଆସିଥିଲା ।ଏଥିରେ HTML ସହିତ XMLକୁ ମଧ୍ୟ add କରାଯାଇଥିଲା ।
  • HTMLରେ ସମସ୍ତ କାର୍ଯ୍ୟ tags ଦ୍ଵାରା ହୋଇଥାଏ ।ଏଥିପାଇଁ HTMLକୁ ବୁଝିବାକୁ ହେଲେ ପ୍ରଥମେ tagsର ବିଶେଷତ୍ଵ ଓ ବ୍ୟବହାର ସମ୍ବନ୍ଧରେ ଜାଣିବା ଅତ୍ୟାବଶ୍ୟକ ।

HTMLର tags କିପରି use କରାଯାଏ ତାହା ଆମେ ଆଗାମୀ ପୋଷ୍ଟରେ ଶିଖାଇବୁ ।ଆଶାକରୁ ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ ।

Leave a comment

This site uses Akismet to reduce spam. Learn how your comment data is processed.